Home Oriya Odia Dictionary

Download Oriya Odia Dictionary APP

Sophism Oriya Odia Meaning

କୁତର୍କ

Definition

ବେଢଙ୍ଗିଆ ତର୍କ
ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ବ୍ୟର୍ଥ ବିବାଦ ବା ମତାନ୍ତର

Example

କୁତର୍କ କରି ସମୟ ନଷ୍ଟ କରନାହିଁ
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?