Home Oriya Odia Dictionary

Download Oriya Odia Dictionary APP

Sot Oriya Odia Meaning

ନିଶାଖୋର, ନିଶାସକ୍ତ

Definition

ଯେଉଁ ବ୍ୟକ୍ତି ପ୍ରାୟ ଅତ୍ୟଧିକ ମଦ ପିଏ
ମଦ୍ୟପାନ କରିଥିବା ବ୍ୟକ୍ତି
ପ୍ରାୟ ଅଧିକ ମଦ ପିଉଥିବା ବ୍ୟକ୍ତି

Example

ମଦୁଆଟି ବେହୋସ୍ ହୋଇ ନଳାରେ ପଡ଼ିଥିଲା
ମଦୁଆଟି ଟଳି ଟଳି ଚାଲୁଥିଲା
ମଦୁଆ ଲୋକଟି ପ୍ରତିଦିନ ମଦ ପିଇ ଘରକୁ ଆସେ
ମଦୁଆ ଡ୍ରାଇଭର୍ ଗାଡ଼ିକୁ ଗଛରେ ପିଟି ଦେଲା