Home Oriya Odia Dictionary

Download Oriya Odia Dictionary APP

Soul Oriya Odia Meaning

ଆତ୍ମା, ଜନ, ବ୍ୟକ୍ତି, ମଣିଷ, ଲୋକ

Definition

ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
ମନର ସେହି ଶକ୍ତି ଯାହାଦ୍ୱାରା ଭଲମନ୍ଦର ସଠିକ୍‌ ଓ ସ୍ପଷ୍ଟ ଜ୍ଞାନ ମିଳେ
ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି
ମନ ବା ହୃଦୟ ବିଷୟକୁ ଜଣାଉଥିବା ଜ୍ଞାନାତ

Example

ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
ଅନ୍ତରାତ୍ମାରୁ ବାହାରିଥିବା କଥା ସତ ହୁଏ
ଆତ୍ମାର କେବେ ବିନାଶ ହୁଏ ନାହିଁ