Home Oriya Odia Dictionary

Download Oriya Odia Dictionary APP

Southeast Oriya Odia Meaning

ଅଗ୍ନିକୋଣ, ଆଗ୍ନେୟକୋଣ, ଆଗ୍ନେୟଦିଗ, ଦକ୍ଷିଣ ପୂର୍ବ ଦିଗ, ଦକ୍ଷିଣ-ପୂର୍ବ

Definition

ଦକ୍ଷିଣ-ପୂର୍ବର କୋଣ ବା ଉପଦିଗ
ଦକ୍ଷିଣ-ପୂର୍ବର ବା ଦକ୍ଷିଣ-ପୂର୍ବ ସହିତ ସମ୍ବନ୍ଧିତ

Example

ସେ ଦକ୍ଷିଣ-ପୂର୍ବ ଆଡ଼କୁ ଯାଇଛି
ସେ ଭାରତର ଦକ୍ଷିଣ-ପୂର୍ବ ଭାଗରେ ରହୁଅଛି