Home Oriya Odia Dictionary

Download Oriya Odia Dictionary APP

Spare Oriya Odia Meaning

ଅତିରିକ୍ତ, ଅନଳଂକୃତ, ଅବିଭୂଷିତ, ଅମଣ୍ଡିତ, ଅସଜ୍ଜିତ, କର୍ମଶୂନ୍ୟ , ଖାଲି

Definition

ଭାଗ କଲାପରେ ବଳୁଥିବା ଶେଷ ଅଙ୍କ ଯାହାକୁ ଭାଜକଦ୍ୱାରା ଆଉ ଭାଗ କରାଯାଇପାରିବ ନାହିଁ
ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି
ସାଧାରଣତଃ ଯେତିକି ହେବାକଥା ବା ହୋଇଥାଏ ତା’ଠାରୁ ଅଧିକ
ଯେ ଅଳଂକୃତ ହୋଇନାହିଁ
ଅଧିକ ହେବାର

Example

ଏହି ହରଣ ଅଙ୍କକୁ ସମାଧାନ କଲାପରେ ଭାଗଶେଷ ଏକ ଆସିଲା
ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି
ମୁଁ ନିଜର ଅତିରିକ୍ତ ଓଜନ କମାଇବା ଦିଗରେ ଅସଫଳ ହେଲି
ଅନଳଂକୃତ ବେଶଭୁଷା