Spark Oriya Odia Meaning
ଅଗ୍ନିକଣା, ଆଭା, ଉଜ୍ଜଳତା, କାନ୍ତି, ଚମକ, ଜ୍ୟୋତି, ତେଜ, ଦୀପ୍ତି, ଦ୍ୟୁତି, ନିଆଁକଣା, ପ୍ରଭା, ଭାସ, ରକ୍ତିମା, ସ୍ଫୁଲିଙ୍ଗ
Definition
ନିଆଁର ଛୋଟ କଣିକା ବା ଖଣ୍ଡ
ସୂର୍ଯ୍ୟ,ଚନ୍ଦ୍ର,ଦୀପ ଆଦି ପ୍ରଜ୍ୱଳିତ ପଦାର୍ଥମାନଙ୍କରୁ ପ୍ରବାହିତ ଜ୍ୟୋତିର ଯେଉଁ ଅତି ସୂକ୍ଷ୍ମରେଖାମାନ ବାହାରି ବିଛୁରିତ ହେଲାଭଳି ଦେଖାଯାଏ
ଜୀବନ୍ତ ହେବାର ଅବସ୍ଥା ବା ଭାବ
Example
ନିଆଁଝୁଲ ପଡ଼ି ଧୋତିରେ କଣା ହୋଇଗଲା
ସୂର୍ଯ୍ୟଙ୍କ ପ୍ରଥମ କିରଣରେ ଦିନର ଆରମ୍ଭ ହୁଏ
ଅଭିନୟକାରୀମାନେ ନିଜନିଜ ଅଭିନୟଦ୍ୱାରା ନାଟକରେ ସଜୀବତା ଆଣିପାରିଲେ
Golden in Oriya OdiaChisinau in Oriya OdiaOutlast in Oriya OdiaPrivacy in Oriya OdiaRider in Oriya OdiaPhone in Oriya OdiaEg in Oriya OdiaRoughly in Oriya OdiaPopulace in Oriya OdiaPreserve in Oriya OdiaDraw in Oriya OdiaDroppings in Oriya OdiaXxxvi in Oriya OdiaBloodshed in Oriya OdiaTattletale in Oriya OdiaEsthonia in Oriya OdiaStamp in Oriya OdiaActivity in Oriya OdiaValues in Oriya OdiaBottom in Oriya Odia