Home Oriya Odia Dictionary

Download Oriya Odia Dictionary APP

Spate Oriya Odia Meaning

ଅମାର, ଗଦା, ଚୟ, ଜମା, ପ୍ରଖରଧାରା, ପ୍ରବାହ, ରାଶି, ସମ୍ଭାର, ସଂଶ୍ଳିଷ୍ଟ

Definition

ଅଧିକ ହେବାର ଅବସ୍ଥା ବା ଭାବ
ଅଧିକ ପାଣି ବର୍ଷିବା କାରଣରୁ ନଦୀ ବା ଗାଡ଼ିଆଆଦିର ଜଳ ନିଜର ସାଧାରଣ ସ୍ତର ବା ସୀମାଠାରୁ ବଢ଼ି ଏଣେ ତେଣେ ମାଡ଼ି ଯିବା କ୍ରିୟା
ଆବେଗ ହେବାର ଅବସ୍ଥା ବା

Example

ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
ଅତ୍ୟଧିକ ବର୍ଷା କାରଣରୁ ଅଧିକଂଶ ନଦୀରେ ବଢ଼ି ଆସିଯାଇଛି
ମୁଁ ଉତ୍ତେଜନାବଶତଃ କଣ କଣ କହିଗଲି
ଛୁରୀର ଧାର ଖରାପ ହୋଇଯାଇଛି
ଜନ୍ମରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ସବୁଠୁ