Home Oriya Odia Dictionary

Download Oriya Odia Dictionary APP

Speak Oriya Odia Meaning

ଉଚ୍ଚାରଣ କରିବା, ଉଚ୍ଚାରିବା, କଥା ବାହାରିବା, କଥା ହେବା, କହିବା, ବାଜିବା, ବୋଲିବା, ଶବ୍ଦ କରିବା , ଶବ୍ଦ ବାହାରିବା

Definition


କୁହାହୋଇଥିବା କଥା
ସଭାରେ ଶ୍ରୋତାମାନଙ୍କ ସାମ୍ନାରେ କୌଣସି ବିଷୟରେ ନିଜର ଭାବ ବ୍ୟକ୍ତ କରିବା
ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ମୁହଁରେ

Example

ମୁଖ୍ୟ ଅତିଥି ଅନୁଶାସନର ମହତ୍ତ୍ୱ ଉପରେ ଭାଷଣ ଦେଲେ
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ / ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ