Home Oriya Odia Dictionary

Download Oriya Odia Dictionary APP

Specific Oriya Odia Meaning

ବିଶିଷ୍ଟ

Definition

ଯାହାଙ୍କୁ ପ୍ରତିଷ୍ଠା ମିଳିଛି ବା ଯାହାର ପ୍ରତିଷ୍ଠା ଅଛି
ଯାହା ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ
ଯେ କୌଣସି ବିଶେଷତା ଯୁକ୍ତ
ଯାହା ନିର୍ଦ୍ଦେଶ କରାଯାଇଛି
ଏଭଳି ଗୁଣ ଲକ୍ଷଣ ଆଦିରେ ସଂଯୁକ

Example

ପଣ୍ଡିତ ମହେଶ ନିଜ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି
ମୁଁ ନିର୍ଦ୍ଧାରିତ ଜାଗାରେ ପହଞ୍ଚିଯିବି
ସେ ବିଶିଷ୍ଟ କାମ ହିଁ କରେ
ଆପଣ ଜଣେ ବିଶିଷ୍ଠ ଦିଗ୍‌ଦର୍ଶକ