Speech Oriya Odia Meaning
କଥା, ଦରଜ, ପୀଡା, ବଚନ, ବାକ୍ୟ, ବାଣୀ, ବୋଲି
Definition
କୁହାହୋଇଥିବା କଥା
କିଛି କହିବା କ୍ରିୟା
ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
ବହୁତ ଲୋକଙ୍କ ସାମନାରେ କୌଣସି ବିଷୟର ସବିସ୍ତୃତ କଥନ
କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା
ନିଲାମ ସମୟରେ ବଡ଼ ପାଟିରେ ଜିନିଷର ଦାମ୍
Example
ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
ଗାନ୍ଧିଜୀଙ୍କ ଭାଷଣ ଶୁଣିବା ନିମନ୍ତେ ଦୂର ଦୂରାନ୍ତରରୁ ଲୋକ ଆସୁଥିଲେ
ଯୌତୁକ ଉପରେ ତାର ବକ୍ତବ୍ୟ
Xcii in Oriya OdiaHellenic Republic in Oriya OdiaStink in Oriya OdiaSpiritual in Oriya OdiaArrangement in Oriya OdiaAccessible in Oriya OdiaExercise in Oriya OdiaAwful in Oriya OdiaRace in Oriya OdiaWell-favored in Oriya OdiaMaterialise in Oriya OdiaVerbalize in Oriya OdiaSet in Oriya OdiaAwful in Oriya OdiaDrama in Oriya OdiaDisorder in Oriya OdiaZimbabwe in Oriya OdiaOintment in Oriya OdiaOuter Space in Oriya OdiaEndeavor in Oriya Odia