Spew Oriya Odia Meaning
ଛେପ କାଢିବା, ଛେପ ପକାଇବା, ଛେପପକାଇବା, ଥୁ ଥୁ କରି କାଢିପକାଇବା, ଥୁକାର କରିବା, ଥୁକିବା, ଥୁତ୍କାର କରିବା
Definition
ପେଟକୁ ଯାଇଥିବା ବସ୍ତୁକୁ ମୁହଁ ଦେଇ ବାହାର କରିବା
ପେଟ ଭିତର ଜିନିଷର ସ୍ୱତଃ ପାଟିଆଡ଼େ ବାହାରି ଆସିବାର ପ୍ର୍କ୍ରିୟା
ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
ମୁହଁରୁ କିଛି
Example
ଜଣାନାହିଁ ମୋହନ କାହିଁକି ବାନ୍ତି କରୁଛି
ଅଧିକ ଖାଇବା ଫଳରେ ସଚୀନର ବାନ୍ତି ହୋଇଗଲା
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
Majority in Oriya OdiaBravery in Oriya OdiaSeniority in Oriya OdiaCustodial in Oriya OdiaPseud in Oriya OdiaBiological Science in Oriya OdiaSuicidal in Oriya OdiaAcrid in Oriya OdiaPleasure in Oriya OdiaExtravagant in Oriya OdiaConjure in Oriya OdiaBranched in Oriya OdiaBedecked in Oriya OdiaBest in Oriya OdiaArrogance in Oriya OdiaLightness in Oriya OdiaChoking in Oriya OdiaVisible Light in Oriya OdiaNucleus in Oriya OdiaWhite in Oriya Odia