Spin Oriya Odia Meaning
କାଟିବା, ଘୁରିବା, ଚକକର ମାରିବା, ଚକରି ଖାଇବା, ନାଚିବା, ଭଉଁରି କାଟିବା, ମୋଡିବା, ମୋଡିଯିବା
Definition
ଘୁରାଇବା ବା ମୋଡ଼ିବା
ତୁଳାକୁ ବଳି ସୁତା ତିଆରି କରିବା
ଚାରିଆଡ଼େ ବୁଲାଇବା
ଜଣଜଣ କରି ସମସ୍ତଙ୍କ ସାମନାରେ ଉପସ୍ଥିତ କରିବା
ଦିଗ ପରିବର୍ତ୍ତନ କରିବା
ପବନ ଖୁଆଇବା
ଧୀରେଧୀରେ ଚଲାଇବା
ବୁଲିବାରେ ପ୍ରବୃତ୍ତ
Example
ଭୁଲ୍ କରିବା ଯୋଗୁଁ ଗୁରୁଜୀ ନୀରଜର କାନ ମୋଡ଼ିଲେ
ମାଆ ପଇତା ତିଆରି କରିବାପାଇଁ ସୁତା କାଟୁଛନ୍ତି
ଆଗ ମୋଡ଼ରୁ ଏହି ରାସ୍ତା ସିଧା ସମୁଦ୍ର ଆଡ଼କୁ ଯାଇଛି
ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
ରାମୁ ସଭାରେ ପାନ ବୁଲାଉଥିଲା
Arabian Peninsula in Oriya Odia71 in Oriya OdiaSlew in Oriya OdiaBackground in Oriya OdiaAct in Oriya OdiaUnited States Congress in Oriya OdiaBrain in Oriya OdiaSporting Lady in Oriya OdiaRumbustious in Oriya OdiaDry Out in Oriya OdiaProperty in Oriya OdiaThe Nazarene in Oriya OdiaProfaned in Oriya OdiaHand in Oriya OdiaBonus in Oriya OdiaFirm in Oriya OdiaPluto in Oriya OdiaChase Away in Oriya OdiaSelf-aggrandising in Oriya OdiaDecline in Oriya Odia