Home Oriya Odia Dictionary

Download Oriya Odia Dictionary APP

Spite Oriya Odia Meaning

ଅପ୍ରିୟ ଲାଗିବା, ଅସଦ୍ଦ୍ଭାବନା, କଣ୍ଟା ଫୋଡିବା, କୁଭାବନା, ଖଟକା ଲାଗିବା, ଖରାପ ଲାଗିବା, ଦୁର୍ଭାବନା

Definition

ଅନ୍ୟର ଲାଭ ବା ଭଲ ଦେଖି ହେଉଥିବା ମାନସିକ କଷ୍ଟ
ଶତ୍ରୁହେବାର ଅବସ୍ଥା ବା ଭାବ
ଅନ୍ୟର ଲାଭ ବା ହିତ ଦେଖି ଈର୍ଷ୍ୟାନ୍ୱିତ ହେବା
ଅପ୍ରସନ୍ନ ହେବା

Example

ମୋର ଉନ୍ନତି ଦେଖି ତାର ଇର୍ଷା ହେଉଛି
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ରାମର ଉନ୍ନତି ଦେଖି ଶ୍ୟାମ ଈର୍ଷା କରେ
ସେ କଥାକଥାରେ ଚିଡ଼ିଯାଏ