Home Oriya Odia Dictionary

Download Oriya Odia Dictionary APP

Spline Oriya Odia Meaning

ପଟି

Definition

ଘା’ ଉପରେ ବନ୍ଧା ଯାଉଥିବା ପଟି
ରାଜାଙ୍କର ବସିବାପାଇଁ ବିଶେଷ ପ୍ରକାରର ଆସନ ଯାହା ଚୌକି ପରି ହୋଇଥାଏ ଏବଂ ଦୁଇପାଖ ବାଘ ମୁଖ ଆକୃତିର ବନାଯାଇଥାଏ
ପିଲାମାନଙ୍କ ଲେଖିବାପାଇଁ କାଠରେ ତିଆରି କବ୍ଜାଲଗା ପଟା
କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
ଚାରିକୋଣିଆ ବ

Example

ସେ ଘାଆପଟି ବାନ୍ଧିବାପାଇଁ ଶଲ୍ୟ ଚିକିତ୍ସକଙ୍କ ପାଖକୁ ଯାଇଛି
ମହାରାଜା ସିଂହାସନରେ ବିରାଜମାନ
ସେ କାଠ ସ୍ଲେଟ ଉପରେ ଖଡ଼ିରେ ଲେଖୁଛି
ଚିତ୍ରକର ଫଳକ ଉପରେ କିଛି ଲେଖୁଛି
ପାଣିରେ ପଡ଼ିପଡ଼ି ପଟା ସଢ଼ିବାକୁ ଲାଗିଲାଣି
ବଡ଼ବଡ଼ କାଠଗଣ୍ଡିକୁ କରତ କଳରେ ଚିରି ପଟା କରାଯାଏ