Home Oriya Odia Dictionary

Download Oriya Odia Dictionary APP

Sport Oriya Odia Meaning

ଉପସ୍ଥାପନ କରିବା, ଖେଳକୁଦ କରିବା, ଖେଳାଳୀ, ଘୋ-ଘା କରିବା, ଡିଆଁକୁଦା କରିବା, ଡିଆଁଡେଇଁ କରିବା, ଦେଖାଇବା, ପ୍ରତ୍ୟକ୍ଷ କରାଇବା, ପ୍ରଦର୍ଶନ କରିବା, ପ୍ରଦର୍ଶିତ କରିବା

Definition

ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
କେବଳ ମନକୁ ଆନନ୍ଦଦେବାପାଇଁ କରାଯାଉଥିବା କାର୍ଯ୍ୟ
ମନ ଫୁର୍ତ୍ତି କରିବା ବା ବ୍ୟାୟାମ କରିବାପାଇଁ ଏପାଖ ସେପାଖ ଡେଇଁବା
ମଞ୍ଚ ଉପରେ କୌଣସ

Example

ଖେଳରେ ହାରିବା ଜିତିବା ଲାଗିରହିଥାଏ
ପିଲାମାନେ ପାଣିରେ ଖେଳୁଛନ୍ତି
ଆଜି ରାତିରେ ପିଲାମାନେ ଯୌତୁକ ପ୍ରଥାକୁ ଆଧାରକରି ଗୋଟିଏ ନାଟକ ମଞ୍ଚସ୍ଥ କରିବେ
ସର୍କସ ବାହାରେଥିବା ସୂଚନା ଫଳକରେ ଲେଖାଯାଇଛି ଯେ ଖେଳର ସମୟ ବଦଳି ଯାଇଛି