Home Oriya Odia Dictionary

Download Oriya Odia Dictionary APP

Sporting Oriya Odia Meaning

ଖେଳ ବିଷୟକ, ଖେଳ ସମ୍ବନ୍ଧୀୟ, ଖେଳସଂପୃକ୍ତ, ଖେଳସମ୍ବନ୍ଧିତ, ଜୁଆଡି

Definition

ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
ଯାହା ନ୍ୟାୟ ଭରା ବା ଯେଉଁଥିରେ ନ୍ୟାୟ ଅଛି
ଗୋଟିଏ ଦାମିକା ରତ୍ନ ଯାହାକୁ ନବରତ୍ନ ମଧ୍ୟରେ ଗଣନା

Example

ଖେଳରେ ହାରିବା ଜିତିବା ଲାଗିରହିଥାଏ
ଆମ ଭିତର ହୋଇଥିବା ଝଗଡ଼ାର ଏକ ନ୍ୟାୟପୂର୍ଣ୍ଣ ସମାଧାନ ବାହାର କରିବା ଆବଶ୍ୟକ
କେତୁଗ୍ରହ ପ୍ରଭାବରୁ ରକ୍ଷା ପାଇବାପାଇଁ ସେ ବୈଦୂର୍ଯ୍ୟ ମଣି ପିନ୍ଧିଛି
ପିଲାମାନେ ପାଣିରେ ଖେଳୁଛନ୍ତି