Home Oriya Odia Dictionary

Download Oriya Odia Dictionary APP

Spotty Oriya Odia Meaning

କଷରା, ଗେରୁଆ

Definition

ଯେଉଁଥିରେ ଦାଗ ଅଛି
ଧଳା ତଥା କଳା ବା ଧଳା ତଥା ଲାଲ ରଙ୍ଗର
ଧଳା ଓ କଳା ରଙ୍ଗର ଘୋଡ଼ା
ଧଳା ଓ କଳା ରଙ୍ଗର ବଳଦ

Example

ଏହି ଦାଗୀ ଆମ୍ବର ଭିତର ସଢ଼ି ଯାଇଛି
କୃଷକ କଷରା ବଳଦ ଶଗଡ଼ରେ ଯୋଚୁଛି
କଳାଧଳା ଘୋଡ଼ାର ଘୋଡ଼ାସବାର ହଠାତ ଖସି ପଡ଼ିଲା
ଛଇଲା ବଳଦ ଗୋଡ଼ ମୋଡ଼ି ହୋଇଯାଇଛି
ଅବଲଖା ପକ୍ଷୀର ଦେହ କଳା, ପେଟ ଧଳା,ଥଣ୍ଟ ନାରଙ୍ଗୀ ଏବଂ ଆଖି ହଳଦିଆ