Home Oriya Odia Dictionary

Download Oriya Odia Dictionary APP

Sprout Oriya Odia Meaning

ଅଙ୍କୁର , ଅଙ୍କୁର ବାହାରିବା, ଅଙ୍କୁରିତ ହେବା, ଗଜା, ଗଜା ବାହାରିବା, ଗଜେଇବା

Definition

ମଞ୍ଜିରୁ ବାହାରିଥିବା ପ୍ରଥମ ଛୋଟ କୋମଳ କାଣ୍ଡ ଯେଉଁଥିରୁ ନୂଆ ପତ୍ର ବାହାରିଥାଏ
ବୀଜରୁ ବାହାରିଥିବା ଯେଉଁ କୋମଳ କାଣ୍ଡରୁ ନୂଆ ପତ୍ର ବାହାରେ
କଢ଼ର ଫୁଲ ରୂପକୁ ବଦଳିବା

Example

କ୍ଷେତରେ ବୁଟରୁ ଗଜା ବାହାରି ଆସୁଛି
କ୍ଷେତରେ ଗହମର ଅଙ୍କୁର ବାହାରୁଛି
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
କାଚ ତାଟିଆ ହାତରୁ ପଡ଼ିବାମାତ୍ରେ ଭାଙ୍ଗିଗଲା
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
ବାଣ ଫୁଟିବା ସହ ଏକ