Home Oriya Odia Dictionary

Download Oriya Odia Dictionary APP

Sputum Oriya Odia Meaning

କଫ

Definition

ମୁଁହରୁ ବାହାରୁଥିବା ଗାଢ଼, ତରଳ ଧଳା ରସ
ଛେପ ପକାଇବା ବା କାଶିବା ସମୟରେ ମୁହଁରୁ ବାହାରିଥିବା ଗାଢ଼ ଅଠାଳିଆ ପଦାର୍ଥ
ମୁହଁରୁ ନିସୃତ ପତଳା ଅଠାଳିଆ ଛେପ

Example

ତା ମୁଁହରୁ ଛେପ ସହିତ ରକ୍ତ ମଧ୍ୟ ବାହାରୁଅଛି
ସେ ଯେତେବେଳେ କାଶେ ତା ପାଟିରୁ କଫ ବାହାରେ
ମା ବାରମ୍ବାର ପିଲାର ମୁହଁରୁ ବାହାରୁଥିବା ଲାଳ ପୋଛୁଥିଲେ