Home Oriya Odia Dictionary

Download Oriya Odia Dictionary APP

Squeal Oriya Odia Meaning

କେଁ-କେଁ ଶବ୍ଦ

Definition

ଆନନ୍ଦସୂଚକ ଅସ୍ପଷ୍ଟ ଶବ୍ଦ କରିବା
ଜୋରରେ କହି ଡରାଇବା
ରାଗରେ ଘୋର ଶବ୍ଦ କରିବା
ଚିଲ୍ଲେଇବା ପ୍ରକ୍ରିୟା ବା ଭାବ
ଯୋରରେ କହିବା
ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ

Example

ଗଧିଆକୁ ଦେଖି ମେଷପାଳକ ""ବଞ୍ଚାଅ, ବଞ୍ଚାଅ ଗଧିଆ ଆସିଗଲା""ବୋଲି ଚିତ୍କାରକଲା
ପିଲାଟି ମାଆ କୋଳରେ ଖିଲଖିଲ ହସୁଥିଲା
ସେ ଜଣେ ଭୋଳାଲୋକକୁ ଧମକାଉଥିଲା
ବାହାରେ ତ ପାଟି ବନ୍ଦ ରହୁଛି କିନ୍ତୁ ଘରେ ଏତେ ଗର୍ଜନ କରୁଛି
ସେ କାହିଁକି ଚିତ୍କାର କରୁଥିଲା?
ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ