Home Oriya Odia Dictionary

Download Oriya Odia Dictionary APP

Squiffy Oriya Odia Meaning

ମଦମତ୍ତ, ମଦୋନ୍ମତ୍ତ, ମାତାଲ

Definition

ଯାହାର ମସ୍ତିଷ୍କରେ ବିକାର ଆସିଯାଇଛି
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯେ ନିଜ ଅଧିନରେ ନାହିଁ
ମଦ ପିଇଥିବା ବ୍ୟକ୍ତି
ଯେ ମଦପାନ କରିଥାଏ

Example

ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
ପାଗଳ ହାତୀକୁ ଧରିବାପାଇଁ ଚେଷ୍ଟା ଚାଲୁରହିଅଛି
ସେ ପୂରାପୂରି ମାତାଲ ଥିଲା
ଉନ୍ମତ୍ତ ମାଲ୍ୟବାନର ପୁତ୍ର ଥିଲା