Home Oriya Odia Dictionary

Download Oriya Odia Dictionary APP

Stain Oriya Odia Meaning

ଲାଗିରହିବା

Definition

କାହା ଉପରେ ଲଗାଯାଇଥିବା ଦୋଷ
କୌଣସି ସ୍ଥାନରେ ଲାଗିଥିବା ବା ପଡ଼ିଥିବା ଚିହ୍ନ
ମଳିନ ବା ମଇଳା ହେବା

Example

ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ
ଅନେକଥର ଧୋଇଲା ପରେ ବି ଏହି ଲୁଗାରେ ଲାଗିଥିବା ଦାଗ ଛାଡ଼ିଲା ନାହିଁ
ଏହି ଲୁଗା ମଇଳା ହୋଇ ଯାଇଛି