Stake Oriya Odia Meaning
ପଣ, ବାଜି
Definition
ପଶୁ, ତମ୍ବୁଆଦିକୁ ରସିରେ ବାନ୍ଧିବାପାଇଁ ବ୍ୟବହୃତ ବଡ କାଠଆଦି
ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
ଖେଳାଳୀମାନଙ୍କୁ ବାରମ୍ବାର ମିଳୁଥିବା ସୁଯୋଗ ଯାହା କୌଣସି କାମ କରିବାରେ ବା ଖେଳିବାରେ ମିଳେ
କୁସ୍ତିରେ ବିପକ୍ଷକୁ ହରାଇବାପାଇଁ ବା ଦବାଇବାପାଇଁ କାମରେ ଅଣାଯାଉଥିବା କୌଶଳ
କାନ୍ଥରେ
Example
ମଇଁଷି ଖୁଣ୍ଟା ଭାଙ୍ଗି ପଳେଇଲା
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
ଏବେ ରାମର ପାଳି
ସେ ମୋଟା ପହଲିମାନକୁ ଗୋଟିଏ ପେଚରେ ଚିତ୍କରିଦେଲା
ଲୁଗା ଟାଙ୍ଗିବାପାଇଁ ସୀତା କାନ୍ଥରେ ଗୋଜ ପିଟୁଛି
ରାତିର ଅନ୍ଧାରରେ ସେ ଖୁଣ୍ଟରେ ଧକ୍କା ଖାଇଲା
ରାହ
Dog in Oriya OdiaSquare in Oriya OdiaInstallation in Oriya OdiaDerive in Oriya OdiaIssue in Oriya OdiaKick The Bucket in Oriya OdiaSoul in Oriya OdiaFlavouring in Oriya OdiaManhood in Oriya OdiaYears in Oriya OdiaChennai in Oriya OdiaTomorrow in Oriya OdiaMental Imagery in Oriya OdiaOoze in Oriya OdiaXiii in Oriya OdiaStop in Oriya OdiaAlso in Oriya OdiaSteadfastly in Oriya OdiaWall in Oriya OdiaFur in Oriya Odia