Home Oriya Odia Dictionary

Download Oriya Odia Dictionary APP

Stampede Oriya Odia Meaning

ଦୌଡାଦୌଡି, ଭାଗଦୌଡ

Definition

ଡ଼ର, ସୁରକ୍ଷା, ଜରୁରୀ ପରିସ୍ଥିତିକୁ ଅନୁମାନ ପୂର୍ବକ କୌଣସି ସ୍ଥାନଆଦିରୁ ଅନ୍ୟ ଏକ ସ୍ଥାନକୁ ଯିବା
ଖୁବ ଶୀଘ୍ର ଶୀଘ୍ର ପାଦ ଉଠାଇ ଚାଲିବା
ବହୁତ ଲୋକ ଏକା ସାଥିରେ ଆଡ଼େ ସାଡ଼େ ଯିବା ବା ଦଉଡ଼ିବାର କ୍ରିୟା
କୌଣସି

Example

ଗ୍ରାମର ଲୋକେ ଜୀବିକାର୍ଜନପାଇଁ ସହର ଆଡ଼କୁ ପଳାନ୍ତି
ବିଲେଇ ମୂଷାକୁ ଦେଖିବାକ୍ଷଣି ତାଆଡ଼କୁ ଦୌଡ଼ିଲା
ବୋମା ଥିବାର ଉଡାଖବର ଶୁଣିବାପରେ ବଜାରରେ ଚହଳ ପଡିଗଲା
ରମେଶ ପଢ଼ାରେ ପଛଉଛି
କଏଦୀ ଜେଲରୁ ଫେରାର ହୋଇଗଲା
ସୀମା ନିଜ ଡ୍ରାଇଭର ସହିତ ପଳେଇଲା
ସେ ଦୁଇ ଜଣ ବାହାହେବାପାଇଁ ଘରୁ ପଳେଇଲେ