Home Oriya Odia Dictionary

Download Oriya Odia Dictionary APP

Stand Oriya Odia Meaning

ଅପମାନ ସହିବା, ଉଠାଇବା, ଉଠିବା, ଉଭା ହେବା, ଛିଡା ହେବା, ଛିଡାହେବା, ଠିଆ ହେବା, ଠିଆହେବା, ଦଣ୍ଡାୟମାନ ହେବା, ଦୃଷ୍ଟି, ଦୃଷ୍ଟି କୋଣ, ନଜର, ବରଦାସ୍ତ କରିବା, ବିଚାର, ରହିବା, ହେବା

Definition

ଯାହା ପ୍ରବାହିତ ହେଇନାହିଁ
ନ୍ୟାୟାଳୟର କାଠ ତିଆରି ଗଡ଼ା ଯେଉଁଠାରେ ଛିଡ଼ାହୋଇ ସାକ୍ଷୀ ସାକ୍ଷ୍ୟ ପ୍ରଦାନ କରେ
ଯେ ଚାଲିପାରେ ନାହିଁ
ଯିଏ ନିଜ ସ୍ଥାନରୁ ହଲେନାହିଁ
କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି

Example

ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
କାଠଗଡ଼ାରେ ଛିଡ଼ାହୋଇଥିବା ସାକ୍ଷୀକୁ ଗୀତାଆଦି ଉପରେ ହାତ ରଖି ସତ୍ୟ କହିବାକୁ ଶପଥ ନେବାକୁ ପଡ଼େ
ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ପର୍ବତସବୁ ସ୍ଥିର
ଏହି ସହର