Statement Oriya Odia Meaning
କଥନ, ତର୍କ, ପୁଷ୍ଟି, ପୂର୍ଣ୍ଣତା, ବକ୍ତବ୍ୟ, ବୟାନ, ଯୁକ୍ତି
Definition
କୁହାହୋଇଥିବା କଥା
କିଛି କହିବା କ୍ରିୟା
କୌଣସି ବିଷୟକୁ ସ୍ପଷ୍ଟ କରିବାପାଇଁ କୁହାଯାଇଥିବା କଥା
ବିସ୍ତୃତ ଭାବେ କୁହା ବା ଲେଖା ଯାଉଥିବା ଘଟଣା
କୌଣସି କଥା ବା କାମରେ ସମ୍ବନ୍ଧଥିବା ମୁଖ୍ୟ କଥାଗୁଡ଼ିକର ଉଲ୍ଲେଖ ବା ବର୍ଣ୍ଣନ
Example
ସେନାଅଧିକାରୀଙ୍କ କଥାଶୁଣି ସୈନିକ ନିଜ କାର୍ଯ୍ୟରେ ଯୋଗଦେଲେ
ଯୌତୁକ ଉପରେ ତାର ବକ୍ତବ୍ୟ ପ୍ରଶଂସନୀୟ ଥିଲା
ରାମଚରିତମାନସ ତୁଳସୀଦାସ କୃତ ଏକ ଶ୍ରେଷ୍ଠ ବର୍ଣ୍ଣନ
ସେ ନିଜ କାମର ବିବରଣ ଶୁଣାଇଲା
Get Down in Oriya OdiaUnconcern in Oriya OdiaHeavenly in Oriya OdiaProvisions in Oriya OdiaLead in Oriya OdiaScoundrel in Oriya OdiaDecember in Oriya OdiaStalinism in Oriya OdiaGoldworker in Oriya OdiaSympathizer in Oriya OdiaNib in Oriya OdiaDispossession in Oriya OdiaCounterfeit in Oriya OdiaUselessness in Oriya OdiaOff in Oriya OdiaAssurance in Oriya OdiaConcealment in Oriya OdiaRevolting in Oriya OdiaExpiation in Oriya OdiaCat in Oriya Odia