Home Oriya Odia Dictionary

Download Oriya Odia Dictionary APP

Steadfast Oriya Odia Meaning

ଅଚଞ୍ଚଳ, ଅବିଚଳିତସ୍ଥିର

Definition

ଯାହା ପ୍ରବାହିତ ହେଇନାହିଁ
ଯେ ବିଚଳିତ ନୁହେଁ
ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ଯେ ଚାଲିପାରେ ନାହିଁ
ଯିଏ ଚଞ୍ଚଳ ନୁହେଁ
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯାହାର ଚିତ୍ତ ସ୍ଥିର
ଯେ

Example

ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ସେ