Home Oriya Odia Dictionary

Download Oriya Odia Dictionary APP

Steadfastly Oriya Odia Meaning

ଇଚ୍ଛାପୂର୍ବକ, ଦୃଢତାପୂର୍ବକ, ନିଶ୍ଚୟପୂର୍ବକ, ନିଶ୍ଚିତତାପୂର୍ବକ , ସଂକଳ୍ପପୂର୍ବକ

Definition

ଇଚ୍ଛା ବା ସଂକଳ୍ପ ସହିତ
ବିନା ବିରାମରେ, ବିନା କ୍ରମଭଙ୍ଗରେ ବା ନ ଅଟକି
ଦୃଢ଼ତା ସହିତ
ନିରନ୍ତର ହେଉଥିବା
ଭଲଭାବରେ ଜାଣି ଓ ବୁଝି

Example

ମୁଁ ସଂକଳ୍ପପୂର୍ବକ କହୁଛି ଯେ ଏହି କାମ କଲାପରେ ହିଁ ମୁଁ ନିଶ୍ୱାସ ନେବି
ସେ ଦୃଢ଼ତାପୂର୍ବକ ପ୍ରହାର କଲା
ଅନବରତ ବର୍ଷାହେବା କାରଣରୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଗଲା
ସେ ଜାଣିଶୁଣି ରୋହିତକୁ ଅପମାନିତ କଲା