Home Oriya Odia Dictionary

Download Oriya Odia Dictionary APP

Stew Oriya Odia Meaning

ଚିଡା, ବିରକ୍ତ

Definition

କୌଣସି ବିଷୟ କିମ୍ବା କାର୍ଯ୍ୟର ସିଦ୍ଧିଲାଭ ନିମନ୍ତେ ମନରେ ବାରମ୍ବାର ବିଚାର କରିବା
ଓଦା ବସ୍ତୁକୁ ଚିପୁଡ଼ି ସେଥିରୁ ତରଳ ପଦାର୍ଥ ବାହାର କରିବା
ରୋଷେଇ କରିବା
ଫଳଆଦିକୁ ପଚାଇବା ବା ସେହି ଅବସ୍ଥାକୁ ଆଣିବା
ରାନ୍ଧିବା ବା

Example

ସବୁଠିକ ହୋଇଯିବ, ଆପଣ କାହିଁକି ଚିନ୍ତା କରୁଛନ୍ତି
ସେ ଚଦର ଚିପୁଡ଼ୁଛନ୍ତି
ମା ସମସ୍ତଙ୍କପାଇଁ ରାନ୍ଧୁଛନ୍ତି
ସେ ଆମ୍ବ ପଚାଇଲେ
ମାଙ୍କୁ ରୋଷେଇରୁ କେବେ ହେଲେ ଫୁରସତ ମିଳେନାହିଁ
ମାଆ ଆମ୍ବସଢ଼ା କରିବାପାଇଁ ଆମ୍ବକୁ ଚିପୁଡ଼ୁଛନ୍ତି
ବ୍ୟକ୍ତିଗତ କମ୍ପାନୀଗୁଡ଼ିକ ଭଲ ଦରମା ତ ଦିଅନ୍ତି କିନ୍ତୁ କର୍ମଚାରୀମାନଙ୍କୁ ପୂରା ଭାବରେ