Home Oriya Odia Dictionary

Download Oriya Odia Dictionary APP

Sticker Oriya Odia Meaning

କଟାର, କଟୁରୀ, କଣ୍ଟକ, କଣ୍ଟା

Definition

କୌଣସି ଜିନିଷକୁ ମାରିବା ବା ଟାଙ୍ଗିବାଆଦି ନିମନ୍ତେ ତିଆରି ହୋଇଥିବା ଲୁହାଆଦିର ତେଢ଼ା କଣ୍ଟା
ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
ମୁଣ୍ଡର ଏକ ଗହଣା

Example

ସେ ପଡ଼ିଯାଇଥିବା ଲୁଗାକୁ ଆଙ୍କୁଡ଼ିରେ ଉଠାଇଲା
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
ଶୀଲା ମୁଣ୍ଡରେ ମୁଣ୍ଡକଣ୍ଟା ପିନ୍ଧିଛି