Home Oriya Odia Dictionary

Download Oriya Odia Dictionary APP

Sticky Oriya Odia Meaning

ଜାଉଆ, ନକେଇ, ପେଜୁଆ

Definition

ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ
ପାଇନ ନାମକ ଗଛରୁ ବାହାରୁଥିବା ଅଠା
ଏକ ପ୍ରକାରର ସୁଗନ୍ଧିତ ଅଠା ଯାହା ଜଳାଇବା ଏବଂ ଔଷଧ କାମରେ ଆସେ
ପବନ ନ ବହିବାରୁ ଯେଉଁ ଗରମ ହୋଇଥାଏ
ଯେଉଁ ଦିନ

Example

ଏତେ ଧନ ଥାଇ ବି ସେ କୃପଣ
ଦାରୁଗନ୍ଧା ମଣିଷର ଉପକାରରେ ଲାଗେ
ଔଷଧ ରୂପରେ ମଧ୍ୟ ଲୋବାନର ବ୍ୟବହାର ହୋଇଥାଏ
ଏହି କୋଠରୀରେ ଭାରି ଗୁଳୁଗୁଳି ହେଉଛି
ଖରାପଦିନ ପରେ ଭଲଦିନ ଆସେ
ଚାଉଳରେ ପାଣି ଅଧିକ ହୋଇଯିବାଯୋଗୁଁ ଭାତ ପେଜୁଆ ହୋଇଗଲା