Home Oriya Odia Dictionary

Download Oriya Odia Dictionary APP

Stillness Oriya Odia Meaning

ଅଚଞ୍ଚଳତା, ଜଡତା, ଜଡତ୍ବ, ନିଶ୍ଚଳତା, ପ୍ରଶାତନ୍ତା, ପ୍ରସନ୍ନତା, ସ୍ଥିରତା

Definition

ଯେଉଁ ମାନସିକ ଅବସ୍ଥାରେ କ୍ଷୋଭ, ଦୁଃଖଆଦି ଦୂର ହୁଏ ବା ମନ ଶାନ୍ତ ରହେ
ଧ୍ୱନିହୀନ ବା ଶାନ୍ତ ହେବାର ଅବସ୍ଥା କିମ୍ବା ଭାବ
କର୍ଦମ ଋଷି ଏବଂ ଦେବହୂତିଙ୍କ ନଅ କନ୍ୟାଙ୍କମଧ୍ୟରୁ ସବୁଠୁ ସାନ
ଯୁଦ୍ଧ, ଉପଦ୍ରବ, ଅଶାନ୍ତି ଆଦିରୁ ରହିତ ଅବସ୍ଥା

Example

ଯୋଗ ହେଉଛି ଶାନ୍ତି ପ୍ରାପ୍ତିର ଏକ କାରଣ
ଅନ୍ଧାର ରାତିରେ ନୀରବତା ଛାଇ ହୋଇଥିଲା
ଅଥର୍ବ ଋଷିଙ୍କ ବିବାହ ଶାନ୍ତିଙ୍କ ସହିତ ହୋଇଥିଲା
ଯୁଦ୍ଧପରେ ଦେଶରେ ଶାନ୍ତି ବିରାଜୁଛି