Home Oriya Odia Dictionary

Download Oriya Odia Dictionary APP

Stipulation Oriya Odia Meaning

ପୂର୍ବଚୁକ୍ତି, ପୂର୍ବସର୍ତ୍ତ

Definition

କୌଣସି କାମ କରିବା ନିମନ୍ତେ ଦୁଇ ବା କେତେକ ପକ୍ଷଙ୍କ ମଧ୍ୟରେ ହେଉଥିବା ରାଜିନାମା ବା ବୁଝାମଣା
ସହମତ ହେବାର କ୍ରିୟା ଅବସ୍ଥା ବା ଭାଗ
ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
କୌଣସି

Example

ଦୁଇ ପକ୍ଷଙ୍କ ମଝିରେ ସର୍ତ୍ତ ହେଲା ଯେ ଜଣେ ଅନ୍ୟର ମାମଲାରେ ଦଖଲ ଦେବନାହିଁ
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ସେ ମୁଣ୍ଡିଆ ଉପରେ ଠିଆ ହୋଇ ମୋତେ ଡାକ ପକାଉଥିଲା