Home Oriya Odia Dictionary

Download Oriya Odia Dictionary APP

Stir Oriya Odia Meaning

ଘୋଟିବା, ଘୋଳିବା, ଫେଣ୍ଟିବା, ବଢାଇବା, ମନ୍ଥିବା, ହଟିବା, ହଲିବା

Definition

କୌଣସି ସାଧାରଣ କଥାକୁ ବହୁତ ବଡ଼କରିବା / ଅବା କଳି-ତକରାଳର ରୂପଦେବା
ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
ନିଜ ଜାଗାରୁ ଅଳ୍ପ ଆଗକୁ ବଢ଼ିବା ବା ଏପାଖ ସେପାଖ ହେବା
ପବନ ସୃଷ୍ଟି କରିବାପାଇଁ ପଙ୍ଖା ବା ଅନ୍ୟ ତତ୍ତୁଲ୍ୟ ବସ୍ତୁ ହଲାଇବା

Example

ଅଧ୍ୟାପକ ମହୋଦୟ ଶ୍ରେଣୀ କକ୍ଷରୁ ବାହାରକୁ ବାହାରିଲା ମାତ୍ରେ ଛାତ୍ରମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ / କୋଳାହଳ ଶୁଣିଲା ମାତ୍ରେ ମା’ କୋଠରୀ ଆଡକୁ ଦୌଡ଼ିଲେ
ଆପଣ କଥାକୁ ବଢ଼ାଇଦେଇ ଆମ ଭିତରେ ଝଗଡ଼ା ଲଗାଇଦେଲେ
କହିବାପରେ ମଧ୍ୟ ସେ ନିଜ ଜାଗାରୁ ହ