Stop Oriya Odia Meaning
ଅଟକାଇବା, ଅଟକିବା, ଗତିରୋଧ କରିବା, ଗତିରୋଧ ହେବା, ଛାଡିଦେବା, ଛୁଟିହେବା, ପୂର୍ଣ୍ଣଛେଦ, ପୂର୍ଣ୍ଣଛେଦ ଚିହ୍ନ, ପୂର୍ଣ୍ଣବିରାମ, ପୂର୍ଣ୍ଣବିରାମ ଚିହ୍ନ, ବଂଦ କରିବା, ବନ୍ଦ କରିବା, ବନ୍ଦକରିବା, ବନ୍ଦହେବା, ବ୍ଲକ୍ କରିବା, ରହିଯିବା, ରୋକିବା, ସମାପ୍ତ ହେବା, ସିଲ୍ କରିବା
Definition
ଲେଖା ଓ ଛାପାଆଦିରେ ପ୍ରଯୁକ୍ତ ହେଉଥିବା ଏକ ବିଶିଷ୍ଟ ଚିହ୍ନ ଯାହା କେତେପ୍ରକାର ବିରାମର ସୂଚକ ହୋଇଥାଏ
ଅକ୍ଷର, ଚିହ୍ନ, ନାମଆଦିର ଛାପ ନେବା ବା ଏଥିରେ ଚାପଦେଇ ଅଙ୍କିତ କରୁଥିବା ସିଲ୍
ସ୍ଥିର ବା ନିଶ୍ଚଳ ହେବାର ଅବସ୍ଥା ବା ଭାବ
Example
ବ୍ୟାକରଣରେ ବିରାମଚିହ୍ନର ବଡ଼ ମହତ୍ୱ ରହିଛି
ପ୍ରଧାନାଚାର୍ଯ୍ୟ ନିଜ ନାଁରେ ଏକ ମୋହର ତିଆରିକଲେ
ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ
ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍ ଅଟକି ଗଲା
Family Name in Oriya OdiaEthic in Oriya OdiaMogadiscio in Oriya OdiaDaft in Oriya OdiaColumbus in Oriya OdiaGuinean in Oriya OdiaDemocratic And Popular Republic Of Algeria in Oriya OdiaQuite in Oriya OdiaCracking in Oriya OdiaBreadbasket in Oriya OdiaSupplying in Oriya OdiaOrigination in Oriya OdiaBanknote in Oriya OdiaTroubled in Oriya OdiaInorganic in Oriya OdiaPerceptible in Oriya OdiaSprinkling in Oriya OdiaMind in Oriya OdiaVocalisation in Oriya OdiaSectionalisation in Oriya Odia