Home Oriya Odia Dictionary

Download Oriya Odia Dictionary APP

Storied Oriya Odia Meaning

ତଳ, ମହଲା

Definition

କୌଣସି ବସ୍ତୁଆଦିର ତଳ ଭାଗ
କୌଣସି ବସ୍ତୁର ଭିତର ତଳ ସ୍ତର
ଘରର ମହଲା
କୌଣସି ବସ୍ତୁର ତଳଭାଗ ଯାହା ଆଧାରରେ ତାହା ଅଟକି ରହେ
ଯୋତା ତଳେ ଲାଗିଥିବା ଚମଡ଼ା
ବହୁମହଲା କୋଠାରେ ଉପର ତଳ ବିଚାରରେ ତିଆରି କରାଯାଇଥିବା ଘରର ସ୍ତର
ପିନ୍ଧୁଥିବା ପୋଷାକ ତଳେ

Example

ଏହି ବାସନର ତଳେ କଣା ଅଛି / ମୋଚି ଜୋତାର ତଳି ବଦଳାଇଲା
ଲୋଟାର ତଳଅଂଶରେ ଭସ୍ମ ଜମିଯାଇଛି
ବଡ ସହରରେ ବହୁ ମହଲା ବିଶିଷ୍ଟ ଘର ଅଧିକ ଥାଏ
ଏହି କଡେଇର ତଳ ମୋଟା
ଏହି ଯୋତାର ସୋଲ୍‌ ଫାଟିଯାଇଛି
ମୋ ଘର ସାତ ମହଲାରେ
ଏହି ଫ୍ରକରେ ସୁତାର ଅସ୍ତର ଲଗ