Home Oriya Odia Dictionary

Download Oriya Odia Dictionary APP

Straightforward Oriya Odia Meaning

ନିଷ୍କପଟ, ସରଳ, ସାଦାସିଧା, ସିଧା

Definition

ଯେ ସତ କହେ
ଯେଉଁଥିରେ କିଛି ମିଶି ନାହିଁ ବା ଏକଦମ୍‌ ଭଲ
ସରଳ ବା ଶୀଘ୍ର ହେବା ଯୋଗ୍ୟ
ଚିତ୍ତରେ ସଦବୃତ୍ତି ବା ଭଲ ଅଭିପ୍ରାୟ ରଖିବା ଲୋକ, ଚୋରି ବା ଛଳ କପଟ ନକରିବା ଲୋକ
ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯା

Example

ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ
ଆଜିକାଲି ବଜାରରେ ଖାଣ୍ଟି ଜିନିଷ ମିଳିବା ମୁସ୍କିଲ୍‌
ଭଗବାନ ପ୍ରାପ୍ତିର ସହଜ ମାର୍ଗ ଭକ୍ତି
ଧାର୍ମିକ ବ୍ୟକ୍ତି ସମ୍ମାନର ପାତ୍ର
ଏହା