Home Oriya Odia Dictionary

Download Oriya Odia Dictionary APP

Stride Oriya Odia Meaning

ଡେଇଁବା, ପାଦ, ପାରିହେବା, ପାହୁଣ୍ଡ, ପାହୁଲା, ଲଙ୍ଘଂନ କରିବା, ଲଙ୍ଘନକରିବା, ଲଙ୍ଘିବା

Definition

ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
ଡେଇଁ କି ଏପାଖରୁ ସେ ପାଖକୁ ଯିବା
ଏ ପାରିରୁ ଆର ପାରିକୁ ଯିବା
ଆଗକୁ ଗମନ ବା ଗତି ବା

Example

ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଏକ ନାଳ ପାରିହେଉଛନ୍ତି
କଏଦୀ ଜେଲର କାନ୍ଥ ଲଙ୍ଘି ଗଲା
ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ