Home Oriya Odia Dictionary

Download Oriya Odia Dictionary APP

Strike Oriya Odia Meaning

ଧକକା ହେବା, ଧର୍ମଘଟ, ପ୍ରଭାବ ପକାଇବା, ପ୍ରଭାବିତ କରିବା, ବାଜିବା, ବାଡେଇହେବା, ହରତାଳ

Definition

ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଦେଖା ଦେବା
ଦୁଖ, ଅସନ୍ତୋଷ ବା ବିରୋଧ ପ୍ରକଟ କରିବାପାଇଁ କଳକାରଖାନାଗୁଡ଼ିକ, କାର୍ଯ୍ୟାଳୟଆଦିର କର୍ମଚାରୀ ବା ଜନସାଧାରଣଙ୍କ ଯିବାଆସିବା ତଥା ଦୋକାନବଜାର ବନ୍ଦ କରିଦେବା କ୍ରିୟା
ଆଘାତ କରିବାଯୋଗୁଁ

Example

ମନ୍ଦିରରେ ଘଣ୍ଟା ବାଜୁଛି
ବିବାହସ୍ଥଳରେ ଶାହାନାଇ ବାଜୁଛି
ଗଛ ତଳେ ବହୁତ ମହୁଲ ପଡ଼ିଛି
ମେଳାରେ ବିଭିନ୍ନ ପ୍ରକାରର ବାଜା ମିଳୁଥିଲା
ଏବେ ଚାରିଟା ବାଜିଛି
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
ବାପପୁଅଙ୍କ କଳିରେ ଆପଣ କାହିଁକି ପଡ଼ୁଛନ୍ତ