Home Oriya Odia Dictionary

Download Oriya Odia Dictionary APP

Striking Oriya Odia Meaning

ଆଘାତ, ଧକ୍କା, ମାଡ

Definition

କୌଣସି ବସ୍ତୁ ଉପରେ ଅନ୍ୟ ଏକ ବସ୍ତୁ ଜୋରରେ ଆସି ଖସିପଡ଼ିବା କ୍ରିୟା (ଯାହାଫଳରେ ବେଳେବେଳେ ଅନିଷ୍ଟ ବା ହାନୀ ହୁଏ)
ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
ମନକୁ ଲୋଭେଇବା
ଧର୍ମଘଟ କରିବା

Example

ସେ ଲାଠିରେ ମୋତେ ଆଘାତ କଲା
ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
ଧର୍ମଘଟକାରୀ କର୍ମଚାରୀମାନଙ୍କ ଦାବୀ ଅନୁଚିତ
ଧର୍ମଘଟକାରୀମାନେ ଜିଲ୍ଲା ଅଧିକାରୀଙ୍କୁ ଘେରାଉ କଲେ