Home Oriya Odia Dictionary

Download Oriya Odia Dictionary APP

Strip Oriya Odia Meaning

ଅପହରଣ କରିବା, ଉଲଗ୍ନ କରାଇବା, ଖୋଲିବା, ଧାଡି, ପଟି, ବଦଳିବା, ବାହାର କରିବା, ଲୁଟପାଟ କରିବା, ଲୋଟିବା

Definition

ଘା’ ଉପରେ ବନ୍ଧା ଯାଉଥିବା ପଟି
ପିଲାମାନଙ୍କ ଲେଖିବାପାଇଁ କାଠରେ ତିଆରି କବ୍ଜାଲଗା ପଟା
କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
ଚାରିକୋଣିଆ ବା ଲମ୍ବ-ଓସାରରେ ସମତଳ ଭାବେ କଟା ଯାଇଥିବା ପଥର ଖଣ୍ଡ
ଉଡ଼ାଜାହାଜ ଅବତରଣ ଓ ଉଡ଼ାଣପାଇଁ

Example

ସେ ଘାଆପଟି ବାନ୍ଧିବାପାଇଁ ଶଲ୍ୟ ଚିକିତ୍ସକଙ୍କ ପାଖକୁ ଯାଇଛି
ସେ କାଠ ସ୍ଲେଟ ଉପରେ ଖଡ଼ିରେ ଲେଖୁଛି
ଚିତ୍ରକର ଫଳକ ଉପରେ କିଛି ଲେଖୁଛି
ଉଡ଼ାଜାହାଜ ଉଡ଼ିବାପୂର୍ବରୁ ପ୍ରଥମେ ବିମାନ ଉଡ଼ାଣ ରାସ୍ତାଉପରେ ଚାଲେ
ଦର୍ଜି କନାର ଛୋଟ