Home Oriya Odia Dictionary

Download Oriya Odia Dictionary APP

Stroll Oriya Odia Meaning

ଧୀର ଗତିରେ ବୁଲିବା, ବିଚରଣ

Definition

କୌଣସି ଉଦ୍ଦେଶ୍ୟବଶତଃ ବା ପହରା ଦେବା ନିମନ୍ତେ ବୁଲିବା କାର୍ଯ୍ୟ
ମନଖୁସି କରିବା, ବ୍ୟାୟାମ, ବାୟୁସେବନ, ସ୍ୱାସ୍ଥ୍ୟ ସୁଧାରିବା ଇତ୍ୟାଦିପାଇଁ ବୁଲାବୁଲି କରିବା
ଆରାମରେ ଧୀରେଧୀରେ ଟହଲିବା ବା ବୁଲିବାଚାଲିବା କ୍ରିୟା
ପଦଚାରଣ କାମ
ସିପାହି ବା ପଥଚାରୀଙ୍କ ନିୟମିତ

Example

ସିପାହୀ ଗାଁରେ ଗସ୍ତ କରିବାକୁ ଯାଇଛି
ସେ ବଗିଚାରେ ବୁଲାବୁଲି କରୁଅଛି
ସେ ଟହଲ ମାରିବାବେଳେ କିଛି ଚିନ୍ତା କରୁଥିଲା
ପଦଚାରଣ ସ୍ୱାସ୍ଥ୍ୟପାଇଁ ଭଲ
ନିତିଦିନିଆ ରାସ୍ତାରେ ସିପାହି ଲାଗଲାଗ ଯିବାଆସିବା କରିବା ହେତୁ ଏଠାର ଅଧିକାଂଶ ଲୋକଙ୍କ ସହ ପରିଚିତ