Home Oriya Odia Dictionary

Download Oriya Odia Dictionary APP

Strong Oriya Odia Meaning

ଅଛେଦ୍ୟ, ଅବେଧ୍ୟ, ଅଭେଦ୍ୟ, କଡା, ଟାଣୁଆ, ଦୁର୍ଭେଦ୍ୟ, ଦୃଢ, ପକ୍କା, ମଜବୁତିଆ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
ଏକ ବହୁମୂଲ୍ୟ ରତ୍ନ ଯାହା ଉଜ୍ୱଳ ଓ ଖୁବ୍‌ ଶକ୍ତ
ଯେ ବିଚଳିତ ନୁହେଁ
ଯାହା ବେଧ୍ୟ ନୁହେଁ ବା ଯାହାର ଭେଦନ ହୋଇପାରେ ନାହିଁ ବା

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
ହୀରା ଜଡ଼ିତ ଆଭୂଷଣ ଖୁବ ମୂଲ୍ୟବାନ
ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ପ୍ରାଚୀନକାଳରେ ରାଜାମାନେ