Home Oriya Odia Dictionary

Download Oriya Odia Dictionary APP

Stub Oriya Odia Meaning

ଉତ୍ପାଟନ କରିବା, ଓପାଡିବା, ପାଉତି, ପ୍ରାପ୍ତିସ୍ବୀକାର ପତ୍ର, ରସିଦ

Definition

ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
କୌଣସି ଜମାହୋଇଥିବା ବା ଗଢ଼ାହୋଇଥିବା ବସ୍ତୁକୁ ହଟେଇ ଅଲଗା କରିବା
ଫଳର କଟା କିମ୍ବା ଚିରା ହୋଇଥିବା ଅଂଶ
ଯେଉଁ ଗଛରେ ଡାଳ, ପତ୍ରଆଦି ନାହିଁ
ଛିନ୍ନଭିନ୍ନ ବା ନଷ୍ଟଭ୍ରଷ୍ଟ କରିବା

Example

ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି / ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
ସେ ଛୋଟ ଗଛକୁ ଅନ୍ୟ ଜାଗାରେ ଲଗାଇବାପାଇଁ ତାକୁ ଓପାଡ଼ିଲା
ସେ ସେଓକୁ ଚାରିଖଣ୍ଡ କଲ
ସେ ଜାଳ ନିମନ୍ତେ ଥୁଣ୍ଟାଗଛ କାଟୁଛି
ରାଜାଙ୍କ ସୈନିକମାନେ ଗାଁଗୁଡ଼ିକୁ ନଷ୍ଟଭ୍ରଷ୍ଟ କ