Home Oriya Odia Dictionary

Download Oriya Odia Dictionary APP

Stubborn Oriya Odia Meaning

ଜିଦଖୋରିଆ

Definition

ଅଟକିଅଟକି ଚାଲିବା ବା ଚାଲୁଚାଲୁ ଅଟକି ଯାଉଥିବା
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯାହା ଟଳିବ ନାହିଁ, ନିଶ୍ଚୟ ହିଁ ଘଟିବ
ଯେ ହଟ କରେ
ଯାହାକୁ ଖାସୁ କରାଯାଇନାହିଁ
ଯେଉଁ ପଶୁକୁ ଖାସୁ କରା ଯାଇ ନାହିଁ

Example

ଏହି ବଳଦ ମଠୁଆ, ଜମିରେ ହଳ କରିବା ସମୟରେ ବାରମ୍ବାର ଅଟକି ଯାଉଛି
ପର୍ବତସବୁ ସ୍ଥିର
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ / ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ
ଜନ୍ମ ନେଉଥିବା ସବୁ ଜୀବର ମୃତ୍ୟୁ ଅବଶ୍ୟମ୍ଭାବୀ
ମୁଷ୍କଯୁକ୍ତ ବଳଦକୁ ଷଣ୍ଢ କହନ୍ତି
ବୋଦା