Home Oriya Odia Dictionary

Download Oriya Odia Dictionary APP

Stuff Oriya Odia Meaning

ଚିଜ , ଜିନିଷ, ତୃପ୍ତ ହେବା, ପଦାର୍ଥ, ବସ୍ତୁ, ଭର୍ତ୍ତି କରିବା, ସାମଗ୍ରୀ

Definition

କାହାରି ଚାଲିଚଳନ ବା ତାଙ୍କଦ୍ୱାରା କରାଯାଉଥିବା କାର୍ଯ୍ୟଆଦିର ରଙ୍ଗଢ଼ଙ୍ଗ
କୌଣସି କାମରେ ଲଗାଯାଉଥିବା ବସ୍ତୁ
ଖୁବ କସିକରି ଭର୍ତ୍ତିକରିବା
କୌଣସି ବସ୍ତୁ କାହା ଭିତରେ ଭର୍ତ୍ତି କରିବା
ପୁରା ପେଟଭରି ଖାଇବା

Example

ଆପଣଙ୍କୁ ଆପଣଙ୍କ ପୁଅର ଗତିବିଧି ଉପରେ ଧ୍ୟାନ ରଖିବାକୁ ପଡ଼ିବ
ଇଟା, ସିମେଣ୍ଟଆଦି ଜିନିଷ ଘର ତିଆରି କାମରେ ଆସେ
ସେ ସବୁ ଜିନିଷ ଗୋଟିଏ ବସ୍ତାରେ ହିଁ ଠେସିଭର୍ତ୍ତି କଲା
ଶିଶୁ ପାଟିରେ ପେନ ଭର୍ତ୍ତି କ