Home Oriya Odia Dictionary

Download Oriya Odia Dictionary APP

Stumble Oriya Odia Meaning

ନଡବଡିଆ ଅବସ୍ଥା

Definition

କୌଣସି ଜିନିଷର ଛୋଟ ଛୋଟ ଅଙ୍ଗ ବା ଅଂଶଗୁଡ଼ିକୁ ତୁଟି ବା ଭାଙ୍ଗି ଖସିବା
କୌଣସି ବସ୍ତୁର ଗୁଣ, ତତ୍ତ୍ୱଆଦିରେ କମ୍‌ ହେବା
ବିନ୍ଦୁ ବିନ୍ଦୁ ହୋଇ ଖସିବା
ଧ୍ୱସ୍ତ ବିଧ୍ୱସ୍ତ ହେବା
ଦର ଖସିବା ବା କମ୍ ହୋଇଯିବା
ତ୍ରୁଟି କରିବା

ମାଟିରେ ପଡ଼ିବା ବା ଲୋଟିବା

Example

ତା’ର ବାଳ ବହୁତ ଝଡ଼ୁଛି
ଓଦାଲୁଗାରୁ ପାଣି ଟପଟପ ହୋଇ ପଡ଼ୁଛି
ଭୂମିକମ୍ପରେ ରାମର ଘର ଭୁଷୁଡ଼ି ପଡ଼ିଲା
ଆଜିକାଲି ସୁନାର ଦର କମିଯାଇଛି
ତାକୁ ବୁଝିବାରେ ମୁଁ ଭୁଲ କଲି
ସେ ଭୁଲ୍‌ ମାଗିବାପାଇଁ ମୋ ଗୋଡ଼ତଳେ ପଡ଼ିଗଲେ
ମୁଁ ମୋ ନିର୍ଦ୍ଦୋଷ ସ୍ତ୍ରୀକୁ ତ୍ୟାଗକରି ଭୁଲ କଲି
ବଲର ଗଡ଼ିବା ଦେ