Home Oriya Odia Dictionary

Download Oriya Odia Dictionary APP

Stupefied Oriya Odia Meaning

ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ, ଗଣ୍ଡମୁର୍ଖ, ମହାମୁର୍ଖ, ମୁର୍ଖ, ହତବୁଦ୍ଧି

Definition

ଯେ ବର୍ତ୍ତମାନ କଣ କରିବେ ସ୍ଥିର କରିପାରନ୍ତି ନାହିଁ
ଯେ ଆଶ୍ଚର୍ୟ ହୋଇଯାଇଛି
ଯେ ବହୁତ ବଡ଼ ମୂର୍ଖ ବା ଅବୁଝା
ଯେ ମଦରେ ଉନ୍ମତ୍ତ ବା ନିଶାରେ ମସ୍ତ ହୋଇଛି
ଯେଉଁ ଅବସ୍ଥାରେ କଣ କରିବା ଉଚିତ୍‌ ବୋଲି ଜାଣି ହୁଏନାହିଁ
ଯେଉଁ ବ୍ୟକ୍ତି

Example

ଦ୍ୱିଧାଗ୍ରସ୍ତ ସ୍ଥିତିରେ ମନୁଷ୍ୟକୁ କିଛି ବି ବାଟ ଦିଶେନାହିଁ
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ମଦୋନ୍ମତ୍ତ ବ୍ୟକ୍ତି ଅନର୍ଥକ କଥା ବକୁଥାଏ
କାଳିଦାସ ପ୍ରଥମେ