Home Oriya Odia Dictionary

Download Oriya Odia Dictionary APP

Subsidy Oriya Odia Meaning

ଉପଦାନ, ସବ୍‌ସିଡି, ସହାୟିକୀ

Definition

କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
ଅର୍ଥ ସମ୍ବନ୍ଧୀୟ ସହାୟତା
ରାଜ୍ୟ ଶାସନ ଆଦି ତରଫରୁ କୋଣସି ବିଶେଷ କାର୍ଯ୍ୟପାଇଁ ସହାୟତାରୂପେ ମିଳୁଥିବା ପୁଞ୍ଜି ବା ଧନ

Example

ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
ଜମିଦାର ଏହି ବିଦ୍ୟାଳୟର ପରିଚାଳନାପାଇଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି
ବନ୍ୟାଗ୍ରସ୍ତ ଅଞ୍ଚଳପାଇଁ କେନ୍ଦ୍ରସରକାର ଏକକୋଟି ଟଙ୍କା