Home Oriya Odia Dictionary

Download Oriya Odia Dictionary APP

Substantial Oriya Odia Meaning

ଟାଣୁଆ, ଦୃଢ, ପକ୍କା, ମଜବୁତିଆ

Definition

କୌଣସି କାମ କରିବାପାଇଁ ଯାହାର ଯୋଗ୍ୟତା ଅଛି
ଯେ ବିଚଳିତ ନୁହେଁ
ଯାହାର କେବେ ନାଶ ହୁଏନାହିଁ
ଯିଏ ନିଜ ସ୍ଥାନରୁ ହଲେନାହିଁ
ଯେ ନିଷ୍ପତ୍ତି ବଦଳାଏ ନାହିଁ
ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
ଯାହା ପୂରା ଭଳି ବା ସଂପୂର୍ଣ୍ଣରୂପେ

Example

ଅର୍ଜୁନ ଧନୁର୍ବିଦ୍ୟାରେ ପ୍ରବୀଣ ଥିଲେ
ମୁଁ ସୋହନ୍‌କୁ ଭଲଭାବରେ ଜାଣେ
ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ
ଆତ୍ମା ଅମର
ପର୍ବତସବୁ ସ୍ଥିର
ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ / ସେ ନିଜ ନିଷ୍ପତ୍ତି